ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଶେଷକରି ପ୍ରାକୃତିକ ଏବଂ ଲମ୍ବା ଚୌଡ଼ା ଜଳାଶୟ
ଉଦାହରଣ : ସେ ଜଳାଶୟରେ ଗାଧୋଉଛି
ସମକକ୍ଷ : ସର, ସରୋବର
ଅନ୍ୟ ଭାଷାରେ ଅନୁବାଦ :हिन्दी English
लम्बा-चौड़ा जलाशय विशेषकर प्राकृतिक।
A body of (usually fresh) water surrounded by land.
ଅର୍ଥ : କ୍ଷୁଦ୍ର ଜଳାଶୟ
ଉଦାହରଣ : ଏହା ଉତ୍ତପ୍ତ ପାଣିର କୁଣ୍ଡ
ସମକକ୍ଷ : କୁଣ୍ଡ, ବାମ୍ଫି
छोटा जलाशय।
An excavation that is (usually) filled with water.
ଅର୍ଥ : ଯାହା ତରଳ ପଦାର୍ଥଥିବା କୌଣସି ପୋଖରୀ ସମାନ
ଉଦାହରଣ : ମନୋହର ପ୍ରେମର ସରୋବରରେ ଉବୁଟୁବୁ ହେବାକୁ ଲାଗିଲା
ସମକକ୍ଷ : ଗାଡ଼ିଆ, ପୁଷ୍କରିଣୀ, ପୋଖରୀ, ସରୋବର
* तालाब के समान किसी तरल का कुंड।
Something resembling a pool of liquid.
ଅର୍ଥ : ସେହି ସ୍ଥାନ ଯେଉଁଠି ପାଣି ଜମି ଥାଏ
ଉଦାହରଣ : ଜଳାଶୟରେ ପଦ୍ମ ଫୁଟିଛି
वह स्थान जहाँ पानी जमा होकर ठहरा या बना रहता हो।
The part of the earth's surface covered with water (such as a river or lake or ocean).
ସଂସ୍ଥାପନ କରନ୍ତୁ