ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଳରୁ ଉତ୍ପନ୍ନ ହେଉଥିବା ବସ୍ତୁ
ଉଦାହରଣ : ଶଙ୍ଖ,କମଳ ଆଦି ଜଳଜ
ସମକକ୍ଷ : ଅମ୍ବୁଜ, ନୀରଜ
ଅନ୍ୟ ଭାଷାରେ ଅନୁବାଦ :हिन्दी
जल से उत्पन्न होने वाली वस्तु।
ଅର୍ଥ : ଯାହା ଜଳରୁ ଉତ୍ପନ୍ନ ହୁଏ
ଉଦାହରଣ : ଶୈବାଳ ଏକ ଜଳଜ ବନସ୍ପତି
ସମକକ୍ଷ : ଜଳୀୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो जल में उत्पन्न हो।
Growing or remaining under water.
ସଂସ୍ଥାପନ କରନ୍ତୁ