ଅର୍ଥ : ନଦୀ, ଜଳାଶୟ, ବର୍ଷାଆଦିରୁ ମିଳୁଥିବା ତରଳ ପଦାର୍ଥ ଯାହା ପିଇବା,ଗାଧୋଇବା,କ୍ଷେତରେ ଜଳସେଚନ କାର୍ଯ୍ୟରେ ଆସେ
ଉଦାହରଣ :
ଜଳ ହିଁ ଜୀବନର ଆଧାର
ସମକକ୍ଷ : ଅମ୍ବୁ, ନୀର, ପାଣି, ସଲିଳ
ଅନ୍ୟ ଭାଷାରେ ଅନୁବାଦ :
नदी, जलाशय, वर्षा आदि से मिलने वाला वह द्रव पदार्थ जो पीने, नहाने, खेत आदि सींचने के काम आता है।
जल ही जीवन का आधार है।