ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ପ୍ରକାର ଅପରାଧ,ଦୋଷ ବା ଭୁଲ୍ କଲେ ଦଣ୍ଡ ସ୍ବରୂପ ଯେଉଁ ଅର୍ଥ ଦେବାକୁ ପଡେ
ଉଦାହରଣ : ସେ ଜରିମାନା ଦେବାକୁ ମନା କରିଦେଲେ
ସମକକ୍ଷ : ଅର୍ଥଦଂଡ, ଅର୍ଥଦଣ୍ଡ, ଫାଇନ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह धन जो किसी प्रकार का अपराध, दोष या भूल करने पर दंड स्वरूप देना पड़ता है।
A payment required for not fulfilling a contract.
ଅର୍ଥ : କୌଣସି ପ୍ରକାରର ତ୍ରୁଟି ବା ଭୁଲ୍ କଲେ କୌଣସି ଅଧିକାରୀଙ୍କ ଦ୍ବାରା ଦିଆ ଯାଉଥିବା ଅର୍ଥ ଦଣ୍ଡ
ଉଦାହରଣ : ପାଠାଗାରରେ ପନ୍ଦର ଦିନ ଭିତରେ ବହି ନ ଫେରାଇଲେ,ଦୈନିକ ଜରିମାନା ଏକଟଙ୍କା
ସମକକ୍ଷ : ଅର୍ଥଦଂଡ, ଅର୍ଥଦଣ୍ଡ
ସଂସ୍ଥାପନ କରନ୍ତୁ