ଅର୍ଥ : ଜନ୍ମ ଦେଉଥିବା ସ୍ତ୍ରୀ
ଉଦାହରଣ :
ପୁତ୍ର କୁପୁତ୍ର ହୋଇପାରେ ମାତ୍ର ମା’ କେବେ କୁମାତା ହୋଇପାରିବ ନାହିଁ ମୋର ମା’ ଜଣେ ସାଧ୍ୱୀ ମହିଳା ଶ୍ୟାମା ଶୀଲାର ସଉତୁଣୀ ମା’
ସମକକ୍ଷ : ଜନ୍ମଦାତ୍ରୀ, ବୋଉ, ମାଆ, ମାତା, ମା’
ଅନ୍ୟ ଭାଷାରେ ଅନୁବାଦ :
A woman who has given birth to a child (also used as a term of address to your mother).
The mother of three children.