ଅର୍ଥ : ଯାହା ଏଣେତେଣେ ବିଛେଇ ହୋଇଛି ବା ହୋଇଯାଇଛି
ଉଦାହରଣ :
ଛିନଛତ୍ର ହୋଇଯାଇଥିବା ଭିଡ଼କୁ ପଂକ୍ତିବଦ୍ଧ ହେବାପାଇଁ କୁହାଗଲା
ସମକକ୍ଷ : ଅସ୍ତବ୍ୟସ୍ତ, ଛିନ୍ନଭିନ୍ନ
ଅନ୍ୟ ଭାଷାରେ ଅନୁବାଦ :
जो इधर-उधर फैला हुआ हो या हो गया हो।
तितर-बितर भीड़ को पंक्तिबद्ध होने के लिए कहा गया।