ଅର୍ଥ : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
ସମକକ୍ଷ : ଉପବେଶନ କରାଇବା, ବସାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଜିନିଷ ଉପରେ ଆଉଗୋଟିଏ ଜିନିଷକୁ ଲଗାଇବା ବା ଲଖାଇବା
ଉଦାହରଣ :
ରାଜଗୀର କାନ୍ଥରେ ପଲସ୍ତରା ଚଢ଼ାଉଛି ବଣିଆ ରୁପା ପାଉଁଜିରେ ସୁନାପାଣି ଚଢ଼ାଇଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖାତା, କାଗଜ ଆଦିରେ ଲେଖିବା
ଉଦାହରଣ :
ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
ସମକକ୍ଷ : ଲେଖିବା
ଅନ୍ୟ ଭାଷାରେ ଅନୁବାଦ :
खाते, काग़ज़ आदि में लिखना।
महाजन ने आसामी को पैसे देकर उसे अपने बही-खाते में चढ़ाया।Record in writing. Enter into a book of names or events or transactions.
registerଅର୍ଥ : ଦେବତାଆଦିଙ୍କୁ ଭେଟି ରୂପରେ ମିଳିବା
ଉଦାହରଣ :
କାଳୀ ମନ୍ଦିରରେ ଅନେକ ଅର୍ପିତ ସାମଗ୍ରୀ ସମର୍ପଣ କରାଯାଏ
ସମକକ୍ଷ : ଅର୍ପଣ କରିବା, ଭେଟିଦେବା, ଲାଗିକରିବା, ସମର୍ପଣ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी के द्वारा श्रद्धापूर्वक देवता, समाधि आदि पर कुछ रखा जाना।
काली मंदिर में बहुत चढ़ावा चढ़ता है।ଅର୍ଥ : କାହାରିଦ୍ୱାରା ଶ୍ରଦ୍ଧାପୂର୍ବକ ଦେବତା,ସମାଧି ଆଦି ଉପରେ ଅର୍ପିତ ହେବା
ଉଦାହରଣ :
ଗାନ୍ଧୀଜୀଙ୍କ ସମାଧି ଉପରେ ପ୍ରତିଦିନ ତାଜା ଫୁଲ ଚଢ଼ାଯାଏ
ସମକକ୍ଷ : ଅର୍ପିତ ହେବା, ସମର୍ପିତ ହେବା
ଅର୍ଥ : କାହାରି ଉପରେ ଜିନିଷ ରଖାଇବା ବା ଭରାଇବା
ଉଦାହରଣ :
ମୋର ଜିନିଷ ଏଯାଏଁ ଲଦାହେଇନାହିଁ ଟ୍ରକରେ ଜିନିଷପତ୍ର ଲଦାହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶ୍ରଦ୍ଧାପୂର୍ବକ ଦେବତାଙ୍କ ଉପରେ ଅର୍ପଣ କରିବା
ଉଦାହରଣ :
ସେ ଶିବଙ୍କ ଉପରେ ଜଳ, ଅକ୍ଷତ, ପୁଷ୍ପ, ଓ ବେଲପତ୍ର ଅର୍ପଣ କଲା
ସମକକ୍ଷ : ଅର୍ପଣ କରିବା
ଅନ୍ୟ ଭାଷାରେ ଅନୁବାଦ :
श्रद्धापूर्वक देवता, समाधि आदि पर अर्पण करना।
उसने शिव प्रतिमा पर जल, अक्षत, पुष्प और बेल पत्र चढ़ाया।ଅର୍ଥ : ସିତାରା, ଢୋଲ ଆଦିର ଡୋରି ବା ତାର କଷିବା ବା ଟାଣିବା
ଉଦାହରଣ :
ଢୋଲକିଆ ଢୋଲ ଚଢ଼ାଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
ଉଦାହରଣ :
ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
ସମକକ୍ଷ : ଉଚ୍ଚରେ ରଖିବା, ଉଠାଇବା, ଉପରେ ରଖିବା, ଶୀର୍ଷରେ ରଖିବା
ଅନ୍ୟ ଭାଷାରେ ଅନୁବାଦ :