ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଫଳ, ମଞ୍ଜିଆଦିର ଆବରଣ
ଉଦାହରଣ : ଗାଈ କଦଳୀ ଚୋପା ଚୋବାଉଛି
ସମକକ୍ଷ : ଚଷୁ, ବକଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
फल, बीज आदि का आवरण।
The natural outer covering of food (usually removed before eating).
ଅର୍ଥ : ଯେଉଁ ଉପର ପରସ୍ତର ତଳେ ବା ଭିତରେ କିଛି ଫଳ ବା ଜୀବ ରହିଥାଏ
ଉଦାହରଣ : ବାଦାମ ଉପରେ ବହୁତ ଟାଣ ଖୋଳପା ଥାଏ
ସମକକ୍ଷ : ଆବରଣ, ଖୋଳପା
वह ऊपरी परत जिसके अंदर या नीचे कोई जीव रहता हो।
A hard outer covering as of some amoebas and sea urchins.
ଅର୍ଥ : ଯାହାର ଚୋପା ବାହାର କରାଯାଏ
ଉଦାହରଣ : ସଂଜନା ବରଫୀ ତିଆରି କରିବା ପାଇଁ ଚୋପା ଛଡ଼ା ବାଦାମକୁ ପେଷୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसका छिलका उतारा गया हो।
ସଂସ୍ଥାପନ କରନ୍ତୁ