ଅର୍ଥ : ପୂର୍ବରୁ କେବେ କରିଥିବା ନିଜ ଉପକାର ବା ଅନ୍ୟର ଅପରାଧ ଉଲ୍ଲେଖ କରି କଷ୍ଟ ଦେବା
ଉଦାହରଣ :
ଶ୍ୟାମ ତା ଅପଙ୍ଗ ଭାଈକୁ ବହୁତ ବିରକ୍ତ କରାଏ
ସମକକ୍ଷ : କଷ୍ଟ ଦେବା, ବିରକ୍ତ କରିବା, ରଗାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାକୁ ଉତ୍ତେଜିତ କରିବା
ଉଦାହରଣ :
ରାମୁ ମୋତେ ଟିହାଇଲା ଆଉ ମୁଁ ଶ୍ୟାମ ସହିତ ଲଢ଼ିବସିଲି
ସମକକ୍ଷ : ଉତ୍ତେଜିତକରିବା, ଉସକେଇବା, ଟିହାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା
ଉଦାହରଣ :
ବଡ଼ ଯା ନୂଆ ନୂଆ ଶାଢ଼ି ପିନ୍ଧି ତା ସାନ ଯାଆକୁ ଜଳଉଛି
ସମକକ୍ଷ : ଇର୍ଷାନ୍ୱିତ କରାଇବା, ଜଳେଇବା
ଅନ୍ୟ ଭାଷାରେ ଅନୁବାଦ :
किसी के मन में सन्ताप, ईर्ष्या आदि उत्पन्न करना।
जेठानी नये-नये कपड़े पहनकर अपनी देवरानी को जलाती है।