ଅର୍ଥ : ଦୁଃଖ କରିବା
ଉଦାହରଣ :
ମଲା ଲୋକ କେବେ ଆଉ ଫେରେ ନାହିଁ, ଆପଣ ଅଧିକ ଚିନ୍ତା କରନ୍ତୁ ନାହିଁ
ସମକକ୍ଷ : ଦୁଃଖିତ ହେବା, ପୀଡ଼ିତ ହେବା, ଭାବିବା
ଅନ୍ୟ ଭାଷାରେ ଅନୁବାଦ :
खेद या दुख करना।
मरा व्यक्ति कभी वापस नहीं आता, आप ज्यादा दुखी मत होइए।ଅର୍ଥ : ଚିନ୍ତା ହେବା
ଉଦାହରଣ :
ମାଆଙ୍କୁ ସବୁବେଳେ ନିଜ ପିଲାଙ୍କ ଚିନ୍ତା କରିଥାଏ ଆପଣଙ୍କୁ କେବଳ ନିଜକଥା ଚିନ୍ତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଷୟ କିମ୍ବା କାର୍ଯ୍ୟର ସିଦ୍ଧିଲାଭ ନିମନ୍ତେ ମନରେ ବାରମ୍ବାର ବିଚାର କରିବା
ଉଦାହରଣ :
ସବୁଠିକ ହୋଇଯିବ, ଆପଣ କାହିଁକି ଚିନ୍ତା କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी विषय या कार्य की सिद्धि के संबंध में मन में बार-बार अनावश्यक विचार करना।
सब ठीक हो जाएगा । आप क्यों चिंता करते हैं?