ଅର୍ଥ : ଚନ୍ଦ୍ରମାର କିରଣ
ଉଦାହରଣ :
ହ୍ରଦରେ ପଡ଼ୁଥିବା ଚନ୍ଦ୍ରକିରଣ ଦର୍ଶନୀୟ ହୋଇଛି
ସମକକ୍ଷ : ଚନ୍ଦ୍ରକିରଣ, ଜ୍ୟୋତ୍ସ୍ନା
ଅନ୍ୟ ଭାଷାରେ ଅନୁବାଦ :
चंद्रमा की किरण।
झील में पड़ रही चंद्रकिरणें लुभावनी लग रही हैं।ଅର୍ଥ : ମୟୂର ପୁଚ୍ଛରେ ଥିବା ଆଖି ଭଳି ଚିହ୍ନ
ଉଦାହରଣ :
ଚନ୍ଦ୍ରିକା ଦ୍ୱାରା ମୟୂରପୁଚ୍ଛର ସୌନ୍ଦର୍ଯ୍ୟ ବଢ଼ିଯାଏ
ସମକକ୍ଷ : ଚଂଦ୍ରିକା
ଅନ୍ୟ ଭାଷାରେ ଅନୁବାଦ :
मोर की पूँछ पर बना आँख की तरह का चिह्न।
चंद्रिका से मोर के पंख की सुंदरता बढ़ जाती है।