ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭାରତର ଉତ୍ତର ପ୍ରଦେଶର ଏକ ନଦୀ
ଉଦାହରଣ : ସରଯୂ ନଦୀ କୂଳରେ ଅଯୋଧ୍ୟା ନଗରୀ ଅବସ୍ଥିତ
ସମକକ୍ଷ : ଭବନାଶିନୀ, ସରଯୂ, ସରଯୂ ନଦୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
भारत के उत्तर प्रदेश की एक नदी।
A large natural stream of water (larger than a creek).
ଅର୍ଥ : ସ୍ତ୍ରୀମାନେ ଅଣ୍ଟାରେ ପିନ୍ଧୁଥିବା ଏକ ଚିତ୍ରିତ ଓ ଘେର ଥିବା ପୋଷାକ
ଉଦାହରଣ : ଘାଗରା ଅଣ୍ଟାରୁ ଗୋଇଠି ପର୍ଯ୍ୟନ୍ତ ଅଙ୍ଗ ଢାଙ୍କିଦିଏ
ସମକକ୍ଷ : ଘାଗରା
एक चुननदार और घेरदार पहनावा जिसे स्त्रियाँ कमर से पहनती हैं।
A garment hanging from the waist. Worn mainly by girls and women.
ସଂସ୍ଥାପନ କରନ୍ତୁ