ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋମତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋମତୀ   ବିଶେଷ୍ୟ

ଅର୍ଥ : ଭାରତର ଉତ୍ତର ପ୍ରଦେଶରେ ପ୍ରବାହିତ ଗୋଟିଏ ନଦୀ ଯେଉଁଟି ଗଙ୍ଗା ନଦୀର ସହାୟକ ନଦୀ ଭାବେ ପରିଚିତ

ଉଦାହରଣ : ଗୋମତୀ ନଦୀର ବର୍ଣ୍ଣନା ପୁରାଣରେ ମଧ୍ୟ ରହିଛି ଗୋମତୀ ନଦୀର ଲମ୍ବ ନ ଶହ କିଲୋମିଟର

ସମକକ୍ଷ : ଗୋମତୀ ନଦୀ, ଧେନୁମତୀ


ଅନ୍ୟ ଭାଷାରେ ଅନୁବାଦ :

एक भारतीय नदी जो उत्तर-प्रदेश में बहती है और गंगा की सहायक नदी है।

गोमती का वर्णन पुराणों में भी है।
गोमती नौ सौ किमी लंबी है।
गोमती, गोमती नदी, धेनुमति, धेनुमति नदी

A large natural stream of water (larger than a creek).

The river was navigable for 50 miles.
river