ଅର୍ଥ : ଗାଁ ନିକଟରେ ଥିବା ଭୂମି ବା ପଡ଼ିଆଜମି ଯାହା ସବୁ ଗାଁବାଲାଙ୍କର ବୋଲି ବୁଝାଯାଏ
ଉଦାହରଣ :
ଗୋଚରରେ ଗାଁସବୁର ପଶୁ ଚରନ୍ତି
ଅନ୍ୟ ଭାଷାରେ ଅନୁବାଦ :
गाँव के समीप का वह भू-खण्ड या परती ज़मीन जो सब ग्रामीणों की समझी जाती है।
परिहार में गाँव भर के पशु चरते हैं।ଅର୍ଥ : ପଶୁମାନଙ୍କ ଚରିବାପାଇଁ ଯେଉଁ ଜମି ଖାଲି ଛାଡ଼ି ଦିଆଯାଇଛି
ଉଦାହରଣ :
ସେ ଗୋଚରକୁ ଗାଈ ଚରାଇବାକୁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
A large tract of grassy open land on which livestock can graze.
They used to drive the cattle across the open range every spring.