ଅର୍ଥ : ଯାହା ଗୁଣବତ୍ତାସହ ଯୁକ୍ତ
ଉଦାହରଣ :
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ ବହୁତ ଦିନ ଚଳେ
ସମକକ୍ଷ : ଉତ୍ତମ, ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଭଲ
ଅନ୍ୟ ଭାଷାରେ ଅନୁବାଦ :
जो गुणवत्ता से युक्त हो।
गुणवत्तायुक्त उपकरण महँगे तो होते हैं मगर चलते भी बहुत हैं।