ଅର୍ଥ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
ଉଦାହରଣ :
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
ସମକକ୍ଷ : କଟୂବାଣୀ, ଧମକ, ଭର୍ତ୍ସନା, ଶୋଧା
ଅନ୍ୟ ଭାଷାରେ ଅନୁବାଦ :
A severe scolding.
bawling out, castigation, chewing out, dressing down, earful, going-over, upbraidingଅର୍ଥ : ନିନ୍ଦା ବା କଳଙ୍କର କଥା
ଉଦାହରଣ :
ସେ ନିଜକୁ ହିଁ ଗାଳି ଦେଉଛି ଗାଳି ଦୁର୍ବଳ ମାନସିକତାର ପ୍ରତୀକ
ସମକକ୍ଷ : ଅପବଚନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗାଳିକରିବା କ୍ରିୟା
ଉଦାହରଣ :
ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି
ସମକକ୍ଷ : ଧମକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
ଉଦାହରଣ :
ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
ସମକକ୍ଷ : କଟୂବାକ୍ୟ, ତିରସ୍କାର, ଭର୍ତ୍ସନା
ଅନ୍ୟ ଭାଷାରେ ଅନୁବାଦ :
An act or expression of criticism and censure.
He had to take the rebuke with a smile on his face.