ଅର୍ଥ : ଯେଉଁ ବ୍ୟକ୍ତି ଅତି ମୂର୍ଖ
ଉଦାହରଣ :
କାଳିଦାସ ପ୍ରଥମେ ମହାମୂର୍ଖ ଥିଲେ ବୋଲି କୁହାଯାଏ
ସମକକ୍ଷ : ଗଜ ମୂର୍ଖ, ନିପଟ ମୂର୍ଖ, ମହାମୂର୍ଖ, ମୂର୍ଖ
ଅନ୍ୟ ଭାଷାରେ ଅନୁବାଦ :
वह जो बहुत बड़ा मूर्ख हो।
समाज में महामूर्खों की कमी नहीं है।ଅର୍ଥ : ଯେ ବହୁତ ବଡ଼ ମୂର୍ଖ ବା ଅବୁଝା
ଉଦାହରଣ :
ପଣ୍ଡିତମାନେ ମହାମୁର୍ଖ କାଳିଦାସର ବିବାହ ବିଦ୍ୟୋତ୍ମା ସହିତ କରାଇ ଦେଲେ ତାକୁ ସେ କାମ ଦିଅନାହିଁ, ସେ ମହାମୂର୍ଖ
ଅନ୍ୟ ଭାଷାରେ ଅନୁବାଦ :
जो बहुत बड़ा मूर्ख या नासमझ हो।
पंडितों ने महामूर्ख कालीदास का विवाह विद्योत्मा से करा दिया।