ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଜଚର୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଜଚର୍ମ   ବିଶେଷ୍ୟ

ଅର୍ଥ : ହାତୀର ଚମଡ଼ା

ଉଦାହରଣ : ଗଜଚର୍ମ ମୋଟା ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

हाथी का चमड़ा।

गजचर्म मोटा होता है।
गजचर्म

ଅର୍ଥ : ଗୋଟିଏ ରୋଗ

ଉଦାହରଣ : ଗଜଚର୍ମ ରୋଗରେ ଶରୀରର ତ୍ୱଚା ମୋଟା ଓ କର୍କଶ ହୋଇଥାଏ

ସମକକ୍ଷ : ଗଜଚର୍ମ ରୋଗ


ଅନ୍ୟ ଭାଷାରେ ଅନୁବାଦ :

एक रोग।

गजचर्म में शरीर की त्वचा मोटी और रूखी हो जाती है।
गजचर्म