ଅର୍ଥ : ଯେଉଁ ଉଚ୍ଚତା ଆକାଶକୁ ଛୁଇଁବା ଭଳି ଲାଗେ
ଉଦାହରଣ :
ସହରରେ ନଭଶ୍ଚୁମ୍ବୀ ଭବନ ଦେଖିବାକୁ ମିଳେ
ସମକକ୍ଷ : ଆକାଶଛୁଆଁ, ଉତ୍ତୁଙ୍ଗ, ଗଗନ ଭେଦୀ, ନଭଶ୍ଚୁମ୍ବୀ
ଅନ୍ୟ ଭାଷାରେ ଅନୁବାଦ :
इतना ऊँचा जो आकाश को चूमता या छूता जान पड़े।
शहरों में गगनचुंबी भवन देखने को मिलते हैं।