ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଣ୍ଡଖଣ୍ଡ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଣ୍ଡଖଣ୍ଡ କରିବା   କ୍ରିୟାପଦ

ଅର୍ଥ : ଚୂନା କରିବା ବା ଖଣ୍ଡଖଣ୍ଡ କରିବା

ଉଦାହରଣ : ହାଲୁଆ ଦୋକାନୀ ସେଓ ଚୂରୁଛି

ସମକକ୍ଷ : ଗୁଣ୍ଡ କରିବା, ଚୂନା କରିବା, ଚୂରିବା, ପେଷିବା


ଅନ୍ୟ ଭାଷାରେ ଅନୁବାଦ :

चूर करना या टुकड़े-टुकड़े करना।

हलवाई सेव चूर रहा है।
चुरचुराना, चूरना

Break or fall apart into fragments.

The cookies crumbled.
The Sphinx is crumbling.
crumble, fall apart