ଅର୍ଥ : କଞ୍ଚା ଆମ୍ବ, ତେନ୍ତୁଳିଆଦିର ସ୍ୱାଦ
ଉଦାହରଣ :
ଖଟା ଫଳଗୁଡ଼ିକରେ ଭିଟାମିନ ସି’ର ମାତ୍ରା ଅଧିକ
ସମକକ୍ଷ :
ଅମ୍ଳୀୟ, ଆମ୍ବିଳିଆ
ଅନ୍ୟ ଭାଷାରେ ଅନୁବାଦ :
कच्चे आम, इमली, आदि के स्वाद का।
खट्टे फलों में विटामिन सी की मात्रा अधिक होती है।
अम्लीय,
खट्टा,
तुर्श
One of the four basic taste sensations. Like the taste of vinegar or lemons.
sour