ଅର୍ଥ : ପଟୱାରୀଙ୍କ ପାଖରେ ଥିବା ସେହି କାଗଜ ଯେଉଁଥିରେ କରଦାତାମାନଙ୍କର ନାମ ଓ ଖଜଣା ଉଲ୍ଲେଖ କରାଯାଇଥାଏ
ଉଦାହରଣ :
ପଟୱାରୀ ଖଜଣାବହି ଦେଖି ଚାଷୀମାନଙ୍କଠାରୁ ଖଜଣା ଆଦାୟ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
पटवारी का वह कागज जिसमें आसामियों के नाम और उनकी लगान लिखी रहती है।
पटवारी जमाबंदी देखकर किसानों से लगान वसूल कर रहा था।