ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବହୁତ ଦୁର୍ବଳ ବା ପତଳା ଓ କମଜୋର
ଉଦାହରଣ : ସେ କ୍ଷୀଣ ତଟୁ ଘୋଡ଼ା ଉପରେ ଚଢ଼ିଛି
ସମକକ୍ଷ : ଦୁର୍ବଳ୍
ଅନ୍ୟ ଭାଷାରେ ଅନୁବାଦ :हिन्दी
बहुत दुर्बल या दुबला और कमज़ोर।
ଅର୍ଥ : କ୍ଷୀଣକାୟ ଶରୀର
ଉଦାହରଣ : ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
ସମକକ୍ଷ : ଦୁର୍ବଳ, ପତଳା
ଅନ୍ୟ ଭାଷାରେ ଅନୁବାଦ :हिन्दी English
शरीर से क्षीण।
Lacking excess flesh.
ଅର୍ଥ : ଯାହାର ଗୋଲେଇ ବା ବ୍ୟାସ କମ୍
ଉଦାହରଣ : ଏହି ଲୁଗା ଅତି ପତଳା
ସମକକ୍ଷ : ପତଳା, ଶୀର୍ଣ୍ଣ, ସୂକ୍ଷ୍ମ
जिसकी मोटाई या व्यास कम हो।
Thin in thickness or diameter.
ଅର୍ଥ : ଯାହା ସ୍ପଷ୍ଟ ଭାବରେ କୁହାଯାଇନାହିଁ
ଉଦାହରଣ : ଯୁଝିଷ୍ଟିରଙ୍କ ଅସ୍ପଷ୍ଟ ବାକ୍ୟ ଗୁରୁ ଦ୍ରୋଣଙ୍କପାଇଁ ପ୍ରାଣ ଘାତକ ସିଦ୍ଧ ହେଲା
ସମକକ୍ଷ : ଅବୁଝା, ଅସ୍ପଷ୍ଟ
जो स्पष्ट न कहा गया हो।
ସଂସ୍ଥାପନ କରନ୍ତୁ