ଅର୍ଥ : ଗୋଟିଏ କଣ୍ଟା ଗଛରୁ ପ୍ରାପ୍ତ ଖାଦ୍ୟଫଳ
ଉଦାହରଣ :
ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପ୍ରଭୁ ରାମଚନ୍ଦ୍ର ଶବରୀର ଅଇଁଠା କୋଳି ଖାଇଥିଲେ
ସମକକ୍ଷ : ବର କୋଳି
ଅନ୍ୟ ଭାଷାରେ ଅନୁବାଦ :
एक कँटीले पौधे से प्राप्त खाद्यफल।
हिन्दू धर्म-ग्रंथों के अनुसार प्रभु राम ने शबरी के जूठे बेर खाए थे।