ଅର୍ଥ : ସୁକୁମାର ବା ନମ୍ର ଅବସ୍ଥା ବା ଭାବ
ଉଦାହରଣ :
ରାମ, ଲକ୍ଷ୍ମଣ ଓ ସୀତାଙ୍କ ନରମ ସ୍ୱଭାବ ଦେଖି ବନବାସୀମାନଙ୍କର ତାଙ୍କ ଉପରେ ଦୟା ଆସୁଥିଲା
ସମକକ୍ଷ : ନମ୍ରତା, ନରମ ସ୍ୱଭାବ, ସୁକୁମାରତା
ଅନ୍ୟ ଭାଷାରେ ଅନୁବାଦ :
The quality of being beautiful and delicate in appearance.
The daintiness of her touch.ଅର୍ଥ : ସଙ୍କଟମୟ ବା ଅଦୃଢ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସହଜରେ ଭାଙ୍ଗିଯାଉଥିବା ଜିନିଷ ନିଜ କୋମଳତାର ପରିଚୟ ଦିଏ
ଅନ୍ୟ ଭାଷାରେ ଅନୁବାଦ :