ଅର୍ଥ : ନିତିଦିନ ବା ସବୁବେଳେ ହୋଇଚାଲିଥିବା କଳି ବା ଝଗଡ଼ା
ଉଦାହରଣ :
ପତ୍ନୀଙ୍କ ଖିଚ୍ଖିଚ୍ରେ ବ୍ୟାକୁଳ ହୋଇ ସେ ଘର ଛାଡ଼ି ଚାଲିଗଲେ
ସମକକ୍ଷ : କେଁ କଟର, ଖିଚ୍ଖିଚ୍
ଅନ୍ୟ ଭାଷାରେ ଅନୁବାଦ :
नित्य या बराबर होती रहनेवाली कहा-सुनी या झगड़ा।
पत्नी की किचकिच से परेशान होकर वह घर छोड़कर चला गया।