ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୃନ୍ତକ ଜୀବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୃନ୍ତକ ଜୀବ   ବିଶେଷ୍ୟ

ଅର୍ଥ : ଯେଉଁ ଛୋଟ ଜନ୍ତୁର ମୁହଁରେ ଟିକିଟିକି କରି କାଟିବାରେ ସହାୟକ ହେଉଥିବା ଛୋଟଛୋଟ ତୀକ୍ଷଣ୍‌ ଦାନ୍ତଥାଏ

ଉଦାହରଣ : ମୂଷା ଗୋଟିଏ କୃତଂକ ପ୍ରାଣୀ

ସମକକ୍ଷ : କୃତଂକ ପ୍ରାଣୀ, କୃନ୍ତକ ଜନ୍ତୁ, କୃନ୍ତକ ପ୍ରାଣୀ


ଅନ୍ୟ ଭାଷାରେ ଅନୁବାଦ :

एक प्रकार के छोटे जंतु जिनके मुँह में, विशेषकर कुतरने में सहायक, छोटे और पैने दाँत होते हैं।

चूहा एक कृंतक जंतु है।
कृंतक जंतु, कृंतक जन्तु, कृंतक जीव, कृंतक प्राणी