ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନଦୀ ବା ଜଳାଶୟର କୂଳ
ଉଦାହରଣ : ନଦୀ ତଟରେ ସେ ନୌକାକୁ ଅପେକ୍ଷା କରିଥିଲା
ସମକକ୍ଷ : ଆଡ଼ି, ତଟ, ତୀର, ପତ୍ତା, ବେଳା
ଅନ୍ୟ ଭାଷାରେ ଅନୁବାଦ :हिन्दी English
नदी या जलाशय का किनारा।
The land along the edge of a body of water.
ଅର୍ଥ : ତିନିଦିଗରୁ ସ୍ଥଳ ଭାଗ ଘେରିଥିବା ସମୁଦ୍ରର ଏକ କ୍ଷୁଦ୍ର ଅଂଶ
ଉଦାହରଣ : ଏହି ଜାହାଜ ବଙ୍ଗୋପସାଗରର କୂଳ ଦେଇ ଯିବ
ସମକକ୍ଷ : ଉପସାଗର, ଖାଡ଼ୀ
समुद्र का वह छोटा भाग जो तीन ओर से स्थल से घिरा हो।
An indentation of a shoreline larger than a cove but smaller than a gulf.
ଅର୍ଥ : କୌଣସି ବସ୍ତୁ, ସ୍ଥାନଆଦିର ଉଚ୍ଚା ପାର୍ଶ୍ୱ
ଉଦାହରଣ : ସେ ନଈ କୂଳରେ ପହଞ୍ଚି ପାଣିକୁ ଡେଇଁ ପଡ଼ିଲା
ସମକକ୍ଷ : ଢିପ
किसी वस्तु,स्थान आदि का ऊँचा किनारा।
The edge of a steep place.
ସଂସ୍ଥାପନ କରନ୍ତୁ