ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଣେ ବୈଦିକ ଋଷି
ଉଦାହରଣ : ଋଗବେଦରେ କୂର୍ମ ଋଷିଙ୍କ ବର୍ଣ୍ଣନା ମିଳେ
ସମକକ୍ଷ : କୂର୍ମ ଋଷି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक वैदिक ऋषि।
A mentor in spiritual and philosophical topics who is renowned for profound wisdom.
ଅର୍ଥ : ଶରୀରର ଯେଉଁ ବାୟୁ ପଲକ ଖୋଲିବା ଓ ବନ୍ଦ କରିବାକାମ କରେ
ଉଦାହରଣ : ପ୍ରାଣବାୟୁ ଅଭାବରୁ ସେ ଅପଲକ ନୟନରେ ଦେଖେ
ସମକକ୍ଷ : ପ୍ରାଣବାୟୁ
ଅନ୍ୟ ଭାଷାରେ ଅନୁବାଦ :हिन्दी
शरीर में की वह वायु जो पलकों को खोलती तथा बंद करती है।
ଅର୍ଥ : ଯେଉଁ ଜନ୍ତୁର ପିଠି ଉପରେ କଠିନ ଢାଲ ଭଳି କବଚ ରହିଛି
ଉଦାହରଣ : କଇଁଚ ସଂଖ୍ୟା ଦିନକୁଦିନ କମ୍ ହୋଇ ଯାଉଛି
ସମକକ୍ଷ : କଇଁଚ, କଚିମ, କଚ୍ଛପ
एक जन्तु जिसकी पीठ पर ढाल की तरह का कड़ा कवच होता है।
Usually herbivorous land turtles having clawed elephant-like limbs. Worldwide in arid area except Australia and Antarctica.
ସଂସ୍ଥାପନ କରନ୍ତୁ