ଅର୍ଥ : କୌଣସି ଭବନର ମହଲା ମଧ୍ୟ ଦେଇ ରହିଥିବା ଖାଲିସ୍ଥାନ
ଉଦାହରଣ :
ଶିଡ଼ି ତିଆରି କରିବାପାଇଁ ନୂଆ ଭବନରେ ଗାତ ଛଡ଼ାଯାଇଛି
ସମକକ୍ଷ :
ଗାତ, ଗାଡ଼
ଅନ୍ୟ ଭାଷାରେ ଅନୁବାଦ :
किसी भवन की मंजिलों के बीच छोड़ी गई खुली जगह।
सीढ़ियाँ बनाने के लिए नए भवन में कूपक छोड़ा गया है।
कूपक,
वेल
An open shaft through the floors of a building (as for a stairway).
well