ଅର୍ଥ : କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ଉଦାହରଣ :
ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ସମକକ୍ଷ : ପକ୍କା, ପଟୁ, ପ୍ରବୀଣ, ବିଚକ୍ଷଣ, ସିଦ୍ଧହସ୍ତ
ଅନ୍ୟ ଭାଷାରେ ଅନୁବାଦ :
जो किसी कार्य को करने में विशेष योग्यता रखता हो।
धनुर्विद्या में प्रवीण अर्जुन ने तेल में मछली की परछाईं देखकर उसकी आँख पर निशाना लगाया।