ଅର୍ଥ : ପାଟି ସଫା କରିବା ନିମନ୍ତେ ସେଥିରେ ପାଣି ନେଇ ଏପଟ ସେପଟ କରି ଫୋଫାଡ଼ିବା କ୍ରିୟା
ଉଦାହରଣ :
ଖାଇବା ପରେ ଆମେ ଭଲ ଭାବରେ କୁଳି କରିବା ଆବଶ୍ୟକ
ସମକକ୍ଷ :
କୁଳି, କୁଳୁକୁଞ୍ଚା
ଅନ୍ୟ ଭାଷାରେ ଅନୁବାଦ :
मुख साफ़ करने के निमित्त उसमें पानी लेकर इधर-उधर हिलाकर फेंकने की क्रिया।
खाने के बाद हमें अच्छी तरह से कुल्ला करना चाहिए।
कुल्ला,
गंडूष,
गण्डूष,
गरारा,
ग़रारा
A medicated solution used for gargling and rinsing the mouth.
gargle,
mouthwash