ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଳବୁଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଳବୁଡ଼ା   ବିଶେଷ୍ୟ

ଅର୍ଥ : ବଂଶ ବୁଡ଼ାଇବା ବା ବଂଶର ମର୍ଯ୍ୟାଦା ନଷ୍ଟ କରୁଥିବା ବ୍ୟକ୍ତି

ଉଦାହରଣ : କୁଳବୁଡ଼ାର ମୃତ୍ୟୁପରେ ଘରେ ଶାନ୍ତି ରହିଛି

ସମକକ୍ଷ : କୁଳନାଶକ, କୁଳାଙ୍ଗାର, କୁଳାଧମ, ବଂଶନାଶକ, ବଂଶବୁଡ଼ା, ବଅଂଶବୁଡ଼ା


ଅନ୍ୟ ଭାଷାରେ ଅନୁବାଦ :

वंश को डूबाने वाला या वंश की मर्यादा भ्रष्ट करने वाला व्यक्ति।

कुलबोरन की मौत के बाद से घर में शांति है।
कुलबोरन

କୁଳବୁଡ଼ା   ବିଶେଷଣ

ଅର୍ଥ : ବଂଶ ବୁଡ଼ାଇବା ବା ବଂଶ ମର୍ଯ୍ୟାଦା ଭ୍ରଷ୍ଟ କରୁଥିବା ବ୍ୟକ୍ତି

ଉଦାହରଣ : କୁଳବୁଡ଼ା ସନ୍ତାନଠାରୁ ନିଃସନ୍ତାନ ହେବା ଭଲ


ଅନ୍ୟ ଭାଷାରେ ଅନୁବାଦ :

वंश को डुबाने वाला या वंश की मर्यादा भ्रष्ट करने वाला।

कुलबोरन संतान से तो अच्छा होता कि मैं निस्संतान होती।
कुलबोरन