ଅର୍ଥ : ଏପରି ଶବ୍ଦ ବା ବଚନ ଯାହା ଶୁଦ୍ଧ ନୁହେଁ ବା ଶୁଣିବାବାଲାଙ୍କୁ ଖରପ ଲାଗେ
ଉଦାହରଣ :
ଅପଶବ୍ଦର ପ୍ରୟୋଗ କରିବା ଉଚିତ୍ ନୁହେଁ
ସମକକ୍ଷ : ଅପଶବ୍ଦ, ଖରାପକଥା, ଦୁରାଳାପ
ଅନ୍ୟ ଭାଷାରେ ଅନୁବାଦ :
ऐसा शब्द जो व्याकरण या वर्तनी की दृष्टि से शुद्ध न हो।
भाषा की परीक्षा में अपशब्द के लिए अंक काटे जाते हैं।Abusive or venomous language used to express blame or censure or bitter deep-seated ill will.
invective, vitriol, vituperation