ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୁଟିବା ପ୍ରକ୍ରିୟା
ଉଦାହରଣ : ଶ୍ୟାମ ଧାନ କୁଟା ପରେ ଗହମ ପେଷୁଛି
ସମକକ୍ଷ : କୁଟାଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
अनाज आदि कूटने की क्रिया।
ଅର୍ଥ : ମାରିବା ପ୍ରକ୍ରିୟା
ଉଦାହରଣ : ମାଡ଼ ସହିସହି ସେ ପିଠିଆ ହୋଇଯାଇଛି ଆଜି ସେ ଖୁବ ବାଡ଼ିଆ ଖାଇବ
ସମକକ୍ଷ : ଛେଚା, ପିଟା, ବାଡ଼ିଆ, ମାଡ଼
ଅନ୍ୟ ଭାଷାରେ ଅନୁବାଦ :हिन्दी English
मारने की क्रिया।
The act of inflicting corporal punishment with repeated blows.
ଅର୍ଥ : ଯେଉଁ ଶୁଖିଲା ଧାନଆଦିର କେଣ୍ଡାରୁ ଧାନ ବାହାର କରାଯାଇଛି
ଉଦାହରଣ : ଗୋରୁ ଖଳାରେ ନଡ଼ା ଖାଉଛନ୍ତି
ସମକକ୍ଷ : ଅଗମଳା, ଛଣ, ନଡ଼ା
धान आदि के सूखे डंठल जिनमें से दाने निकाल लिए गए हों।
Plant fiber used e.g. for making baskets and hats or as fodder.
ଅର୍ଥ : ଯାହା କୁଟା ହୋଇଛି
ଉଦାହରଣ : କୁଟା ଚାଉଳର ଭାତ ଭଲ
जो कूटा गया हो।
ସଂସ୍ଥାପନ କରନ୍ତୁ