ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଳସେନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଳସେନ   ବିଶେଷ୍ୟ

ଅର୍ଥ : ଧାର୍ମିକ ଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଯେଉଁ ଚାଣ୍ଡାଳ ରାଜା ହରିଶ୍ଚନ୍ଦ୍ରଙ୍କୁ କ୍ରୟ କରିଥିଲେ

ଉଦାହରଣ : କାଳସେନ ହରିଶ୍ଚନ୍ଦ୍ରଙ୍କୁ ଶ୍ମଶାନଘାଟର ଜଗୁଆଳୀ କରାଇଥିଲା


ଅନ୍ୟ ଭାଷାରେ ଅନୁବାଦ :

धार्मिक ग्रंथों में वर्णित वह डोम जिसने राजा हरिश्चंद्र को मोल लिया था।

कालसेन हरिश्चंद्र से मरघट की रखवारी करवाता था।
कालसेन

An imaginary being of myth or fable.

mythical being