ଅର୍ଥ : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
ଉଦାହରଣ :
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
ସମକକ୍ଷ : ଅରିଷ୍ଟ, ଆପଦ, ବିପଦ, ସଂକଟ, ସମସ୍ୟା
ଅନ୍ୟ ଭାଷାରେ ଅନୁବାଦ :
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
संकट में दिमाग काम करना बंद कर देता है।An unstable situation of extreme danger or difficulty.
They went bankrupt during the economic crisis.ଅର୍ଥ : ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ଉଦାହରଣ :
ଦୁଃଖ ବେଳେ ଭଗବାନ ମନେ ପଡନ୍ତି ତାଙ୍କ ଦୁର୍ଦଶା ଦେଖି ମନରେ ବଡ଼ କଷ୍ଟ ହେଉଛି
ସମକକ୍ଷ : ଅସୁଖ, କ୍ଳେଶ, ଦୁଃଖ, ଦୁର୍ଦଶା, ଶୋକ
ଅନ୍ୟ ଭାଷାରେ ଅନୁବାଦ :
मन की वह अप्रिय और कष्ट देने वाली अवस्था या बात जिससे छुटकारा पाने की स्वाभाविक प्रवृत्ति होती है।
दुख में ही प्रभु की याद आती है।