ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି
ଉଦାହରଣ : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା
ସମକକ୍ଷ : କର୍କଶ, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, କଳେହୀ, ଚଣ୍ଡୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो कर्कश स्वभाव की हो या झगड़ा करती रहती हो।
Given to quarreling.
ସଂସ୍ଥାପନ କରନ୍ତୁ