ଅର୍ଥ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
ଉଦାହରଣ :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
ସମକକ୍ଷ : ତିଆରି କରିବା, ନିର୍ମାଣ କରିବା, ପ୍ରସ୍ତୁତ କରିବା
ଅନ୍ୟ ଭାଷାରେ ଅନୁବାଦ :
* किसी धातु को आकार देना या उपयुक्त बनाना या सुधारना या उन्नत बनाना।
वह लोहे से कोई विशेष उपकरण बना रहा है।ଅର୍ଥ : କରିବା ବା ହେବାପାଇଁ ପ୍ରବୃତ୍ତ କରିବା
ଉଦାହରଣ :
ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ
ସମକକ୍ଷ : କାରଣ ହେବା, ନିମିତ୍ତ ହେବା, ହେତୁ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାର ପ୍ରଗତିର ସ୍ତର ଅନୁମାନ କରିବା
ଉଦାହରଣ :
ଶ୍ୟାମ ନୂଆ ଶ୍ରେଣୀରେ କିପରି କରୁଛି?
ଅନ୍ୟ ଭାଷାରେ ଅନୁବାଦ :
Give a performance (of something).
Horowitz is performing at Carnegie Hall tonight.ଅର୍ଥ : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
ଉଦାହରଣ :
ମୁଁ କିଛି ଚମତ୍କାର କରିନାହିଁ
ସମକକ୍ଷ : କାମ କରିବା, କାର୍ଯ୍ୟ କରିବା
ଅନ୍ୟ ଭାଷାରେ ଅନୁବାଦ :
* कोई घटना आदि घटने का कारण होना या परिणाम के रूप में आना या होना।
मैंने कोई चमत्कार नहीं किया।ଅର୍ଥ : ଉନ୍ନତି ବା ଅବନତିରେ ସହାୟତା କରିବା
ଉଦାହରଣ :
ଅନୁଶାସନ ଆମକୁ ମହାନ କରେ
ସମକକ୍ଷ : ଗଢ଼ିବା, ପ୍ରସ୍ତୁତ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାର୍ଯ୍ୟରେ ଲାଗିବା ବା କରିବା
ଉଦାହରଣ :
ପ୍ରେମ କର ଯୁଦ୍ଧ ନୁହେଁ ପ୍ରୟାସ କର ଅନ୍ୱେଷଣ କର ଶୁଦ୍ଧ କର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ରୂପରେ ଆଣିବା
ଉଦାହରଣ :
ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
ସମକକ୍ଷ : ପ୍ରସ୍ତୁତ କରିବା, ବ୍ୟବହାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା
ଉଦାହରଣ :
ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
ସମକକ୍ଷ : ଉତ୍ପତି କରିବା, ଉତ୍ପନ୍ନ କରିବା, ଜନ୍ମ କରିବା, ଜାତ କରିବା, ସୃଷ୍ଟି କରିବା
ଅନ୍ୟ ଭାଷାରେ ଅନୁବାଦ :
* करना या कुछ ऐसा करना जिससे कोई अवस्था आदि बन जाए या कोई भाव आदि उत्पन्न हो।
आप एक बहुत बड़ी गलती कर रहे हैं।ଅର୍ଥ : ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା
ଉଦାହରଣ :
ଆପଣ ମୋତେ ପ୍ରସନ୍ନ କଲେ ସତର୍କତାର ସହିତ ଏହା କର
ସମକକ୍ଷ : ବ୍ୟବହାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରିକୁ ନିଶ୍ଚିତ ଗୁଣ ଦେବା ବା ଗୁଣ ବା ଲକ୍ଷଣଗୁଡ଼ିକ ସହ ଯୁକ୍ତ କରିବା
ଉଦାହରଣ :
ମୋତେ ମୂର୍ଖ କରନାହିଁ ଏହାକୁ ଗୋଟିଏ ବଡ଼ ବିବାଦୀୟ ବିଷୟ କରନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପତି ବା ପତ୍ନୀ ରୂପେ ଗ୍ରହଣ କରିବା
ଉଦାହରଣ :
ପ୍ରଥମ ପତ୍ନୀର ସନ୍ତାନ ନହେବା କାରଣରୁ ଫିରତୁ ଦ୍ୱିତୀୟ ସ୍ତ୍ରୀ କଲା
ସମକକ୍ଷ : ବିବାହ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମ ଆଦିରେ ଭଲ ଭାବରେ ଲିପ୍ତ ରହିବା
ଉଦାହରଣ :
ତୁମେ ନିଜ କାମ କର, ସଫଳତା ଅବଶ୍ୟ ମିଳିବ
ସମକକ୍ଷ : ଲାଗି ରହିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନେଇଯିବା
ଉଦାହରଣ :
ଏହି କାମକୁ ସାର, ପୁଣି ଅନ୍ୟ କାମ କର
ସମକକ୍ଷ : ସଂପାଦିତ କରିବା, ସାରିବା
ଅନ୍ୟ ଭାଷାରେ ଅନୁବାଦ :
किसी क्रिया को आरंभ से समाप्ति की ओर ले जाना।
यह काम निपटा लो, फिर दूसरा काम करना।ଅର୍ଥ : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
ଉଦାହରଣ :
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
ସମକକ୍ଷ : ଆଣିବା, ପରିବର୍ତ୍ତନ କରିବା, ବଦଳାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
ଉଦାହରଣ :
ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
ସମକକ୍ଷ : କାମ କରିବା, କାର୍ଯ୍ୟ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାର୍ଯ୍ୟ କରିବା
ଉଦାହରଣ :
ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
ସମକକ୍ଷ : କାମ କରିବା, କାର୍ଯ୍ୟ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी कार्य को करना।
यह काम करने के बाद मैं आपका काम करूँगा।Exert oneself by doing mental or physical work for a purpose or out of necessity.
I will work hard to improve my grades.ଅର୍ଥ : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
ଉଦାହରଣ :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
ସମକକ୍ଷ : ଦେବା, ପାଇବା, ପ୍ରାପ୍ତକରିବା, ହାସଲ କରିବା
ଅନ୍ୟ ଭାଷାରେ ଅନୁବାଦ :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।