ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହିନ୍ଦୁମାନଙ୍କ ମଧ୍ୟରେ ଶ୍ରାଦ୍ଧ କର୍ମ କରୁଥିବା ବ୍ୟକ୍ତି
ଉଦାହରଣ : ଆମର ଏଠି ବିଭିନ୍ନ କର୍ମରେ ସାଧାରଣତଃ ବଡ଼ ପୁଅ କର୍ତ୍ତା ହୁଏ
ସମକକ୍ଷ : କର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :हिन्दी
हिन्दुओं में श्राद्ध कर्म करने वाला व्यक्ति।
ଅର୍ଥ : ଏକ ବର୍ଣ୍ଣବୃତ୍ତ
ଉଦାହରଣ : କରତାର ପ୍ରତ୍ୟେକ ଚରଣରେ ଏକ ନଗଣ,ଏକ ଲଘୁ ତଥା ଏକ ଗୁରୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक वर्णवृत्त।
(prosody) a system of versification.
ସଂସ୍ଥାପନ କରନ୍ତୁ