ଅର୍ଥ : ଯାହାର ଆଖି ପଦ୍ମ ଭଳି ସୁନ୍ଦର
ଉଦାହରଣ :
ରାଧା କମଳନୟନ କୃଷ୍ଣଙ୍କୁ ପ୍ରେମ କରୁଥିଲେ
ସମକକ୍ଷ : ଅରବିନ୍ଦ ନୟନ, କମଳ ଲୋଚନ, କମଳନୟନ, ପଦ୍ମ -ଲୋଚନ, ପଦ୍ମନେତ୍ର, ପୁଣ୍ଡରିକନେତ୍ର, ପୁଣ୍ଡରୀକାକ୍ଷ, ରାଜୀବଲୋଚନ
ଅନ୍ୟ ଭାଷାରେ ଅନୁବାଦ :
जिसकी आँखे कमल के समान सुंदर हों।
राधा कमलनयन कृष्ण से प्रेम करती थी।