ଅର୍ଥ : କୋମଳତା, ତୀବ୍ରତା, ଉତ୍ଥାନ ପତନ ଆଦିରେ ଯୁକ୍ତ ଯେଉଁ ଶବ୍ଦ ପ୍ରାଣୀମାନଙ୍କ କଣ୍ଠରୁ ବାହାରେ
ଉଦାହରଣ :
କୋକିଳର ସ୍ୱର ବହୁତ ମଧୁର
ଅନ୍ୟ ଭାଷାରେ ଅନୁବାଦ :
The sound made by the vibration of vocal folds modified by the resonance of the vocal tract.
A singer takes good care of his voice.