ଅର୍ଥ : ଏକ କଣ୍ଟାଳିଆ ଗଛ ଯାହାର ପତ୍ରଗୁଡ଼ିକରେ ମଧ୍ୟ କଣ୍ଟାଥାଏ
ଉଦାହରଣ :
କଣ୍ଟକାରୀ ଚେର ଔଷଧ ରୂପେ ବ୍ୟବହାର କରାଯାଇଥାଏ
ସମକକ୍ଷ : କଂଟକାରୀ, ବହୁକଂଟା, ବହୁକଣ୍ଟା
ଅନ୍ୟ ଭାଷାରେ ଅନୁବାଦ :
Any of numerous plants of the family Compositae and especially of the genera Carduus and Cirsium and Onopordum having prickly-edged leaves.
thistle