ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କଞ୍ଜୁସି କରିବା ବ୍ୟକ୍ତି
ଉଦାହରଣ : ରମେଶ ବହୁତ ବଡ଼ କୃପଣ କଞ୍ଜୁସର ଧନ ଶେଷରେ କେଉଁ କାମର !
ସମକକ୍ଷ : କୃପଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कंजूसी करनेवाला व्यक्ति।
A selfish person who is unwilling to give or spend.
ଅର୍ଥ : ଯେ ଧନକୁ ଭୋଗ କରେନାହିଁ, ବ୍ୟୟ କରେନାହିଁ ବା କାହାକୁ ବି ଦିଏ ନାହିଁ
ଉଦାହରଣ : ଏତେ ଧନ ଥାଇ ବି ସେ କୃପଣ
ସମକକ୍ଷ : କାମ୍ପି, କୁସୁମ କାଠ, କୃପଣ, ଗଣ୍ଠିଆ, ରଙ୍କ
जो धन का भोग या व्यय न करे और न ही किसी को दे।
Unwilling to part with money.
ସଂସ୍ଥାପନ କରନ୍ତୁ