ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲୁହାରେ ତିଆରି ଚୂଡ଼ି ଆକାରର ଏକ ବସ୍ତୁ
ଉଦାହରଣ : ଅକାଳୀ ଶିଖ କଙ୍ଗନକୁ ନିଜ ମୁଣ୍ଡ ଉପରେ ଧାରଣ କରେ
ସମକକ୍ଷ : ଖଡୁ
ଅନ୍ୟ ଭାଷାରେ ଅନୁବାଦ :हिन्दी
लोहे की बनी चूड़ी के आकार की एक वस्तु।
ଅର୍ଥ : ହାତରେ ପିନ୍ଧାଯାଉଥିବା ଏକ ଗହଣା
ଉଦାହରଣ : ଶୀଲା ସୁନାର କଙ୍କଣ ପିନ୍ଧିଛି
ସମକକ୍ଷ : ଖଡ଼ୁ, ହସ୍ତବଳୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
हाथ में पहनने का एक गहना।
Jewelry worn around the wrist for decoration.
ଅର୍ଥ : ହାତ କିମ୍ବା ପାଦରେ ପିନ୍ଧା ଯାଉଥିବା ଗହଣା
ଉଦାହରଣ : ତା’ ହାତରେ ସୁନା କଙ୍କଣ ଶୋଭାପାଉଥିଲା
ସମକକ୍ଷ : ଖଡ଼ୁ
हाथ या पाँव में पहनने का एक गहना।
ସଂସ୍ଥାପନ କରନ୍ତୁ