ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତାଳଗଛରେ ଯେଉଁ ହାଣ୍ଡି ତାଡ଼ି ସଂଗ୍ରହପାଇଁ ବନ୍ଧା ଯାଇଥାଏ
ଉଦାହରଣ : ହାତରୁ ଖସିପଡ଼ି ଉରା କଣା ହୋଇଗଲା
ସମକକ୍ଷ : ଉରା
ଅନ୍ୟ ଭାଷାରେ ଅନୁବାଦ :हिन्दी
वह हाँड़ी जो ताड़ के पेड़ में उससे ताड़ी निकालने के लिए बाँधी जाती है।
ଅର୍ଥ : ଛାତ ବା ଛପରର ଭାରକୁ ସମ୍ଭାଳିବା ଲାଗି କାନ୍ଥ ବା ଖୁଣ୍ଟରେ ଆଡ଼ିରେ ବନ୍ଧାଯାଉଥିବା ଲାଠି
ଉଦାହରଣ : ରାମଦୀନ ନିଜର କୁଡ଼ିଆରେ ଶାଗୁଆନର ଧାରଣା ଲଗାଇଲା
ସମକକ୍ଷ : ଆଡ଼ି, ଧାରଣା
वह लट्ठा जो छत या पाटन का बोझ सँभालने के लिए दीवारों या खंभों पर आड़ा रखा जाता है।
ସଂସ୍ଥାପନ କରନ୍ତୁ