ଅର୍ଥ : ଯେଉଁ ଯୋଦ୍ଧା ଯୁଦ୍ଧରେ ଏକୁଟିଆ ଲଢେ ବା ବଡବଡ କାମ କରି ପାରେ
ଉଦାହରଣ :
ଏକ୍କା ଶତ୍ରୁ-ଶିବିରରେ ଚହଳ ପକାଇ ଦେଇଥିଲା
ସମକକ୍ଷ :
ଇକ୍କା
ଅନ୍ୟ ଭାଷାରେ ଅନୁବାଦ :
वह योद्धा जो युद्ध में अकेला लड़ता हो या बड़े-बड़े काम कर सकता हो।
एक्के ने शत्रुदल में तहलका मचा दिया था।
इक्का,
एक्का