ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକୁଟିଆ ରହିବାବାଲା ବ୍ୟକ୍ତି ବା ଲୋକଙ୍କ ସହିତ ମିଳାମିଶା ନ କରିବାବାଲା ବ୍ୟକ୍ତି
ଉଦାହରଣ : ସେ ଏକୁଟିଆ ଅଛି
ସମକକ୍ଷ : ଅସହାୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
अकेले रहने वाला या लोगों से न घुलने-मिलने वाला व्यक्ति।
ଅର୍ଥ : ସେହିସ୍ଥାନ ଯେଉଁଠାରେ କେହିନଥାନ୍ତି
ଉଦାହରଣ : କିଛିଲୋକ ନିର୍ଜନ ସ୍ଥାନରେ ବାସକରିବାକୁ ପସନ୍ଦ କରନ୍ତି ସଂଧ୍ୟା ବେଳେ ଏକୁଟିଆ ଯାଅନାହିଁ
ସମକକ୍ଷ : ଏକାନ୍ତ, ନିର୍ଜନ, ନିର୍ଜନ ସ୍ଥାନ, ଲୋକଶୂନ୍ୟ, ଶୁନଶାନ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह स्थान जहाँ कोई न हो।
A solitary place.
ଅର୍ଥ : ଅନ୍ୟ କାହା ବିନା
ଉଦାହରଣ : ସେ ଘରେ ଏକୁଟିଆ ଅଛିସେ ଏକୁଟିଆ ଜାଉଥିଲା
ସମକକ୍ଷ : ଏକାକୀ, ଏକେଲା
बिना किसी साथ के।
ଅର୍ଥ : ଅନ୍ୟଠାରୁ ଅଲଗା
ଉଦାହରଣ : ସେ ଜନଗହଳିରେ ମଧ୍ୟ ଏକୁଟିଆ ଥିଲା
ସମକକ୍ଷ : ଏକଲା
दूसरों से अलग-थलग।
Isolated from others.
ଅର୍ଥ : ଏକାନ୍ତରେ ରହିବା ବା ବାସକରିବା ବ୍ୟକ୍ତି
ଉଦାହରଣ : ଏକାନ୍ତବାସୀ ଋଷିଙ୍କ କୁଟୀର ସେହି ପାହାଡ଼ ଉପରେ
ସମକକ୍ଷ : ଏକଲା, ଏକାନ୍ତବାସୀ
एकांत में रहने या निवास करने वाला।
Characterized by or preferring solitude.
ଅର୍ଥ : ଯାହାଙ୍କ ସହିତ ଆଉ କେହି ନାହାଁନ୍ତି
ଉଦାହରଣ : ସେ ଏକୁଟିଆ ଜୀବନ ବିତାଉଛନ୍ତି
ସମକକ୍ଷ : ଏକା, ଏକାକୀ, ଏକେଲା, ନିଃସଙ୍ଗ
जिसके साथ कोई और न हो।
Lacking companions or companionship.
ସଂସ୍ଥାପନ କରନ୍ତୁ