ଅର୍ଥ : କୌଣସି କାମରେ ହୁଙ୍କାପିଟା ଭାବରେ ଖର୍ଚ୍ଚ କରିବା
ଉଦାହରଣ :
ସେ ନିଜ ଭାଇର ଚାପରେ ବହୁତ ପଇସା ଉଡ଼ାଇ ଦେଲା
ସମକକ୍ଷ : ଅପବ୍ୟୟ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନଷ୍ଟ ବା ବରବାଦ କରିବା
ଉଦାହରଣ :
ଠାକୁରଙ୍କ ପୁଅ ଜୁଆରେ ସବୁ ଟଙ୍କା ଉଡ଼ାଇ ଦେଲା
ସମକକ୍ଷ : ଉଡ଼େଇ ଦେବା, ନଷ୍ଟକରିବା, ବରବାଦକରିବା, ହରେଇବା, ହାରିବା
ଅନ୍ୟ ଭାଷାରେ ଅନୁବାଦ :
नष्ट या बरबाद करना।
ठाकुर के बेटे ने जुए में खूब पैसा फूँका।