ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପାଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପାଧି   ବିଶେଷ୍ୟ

ଅର୍ଥ : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ

ଉଦାହରଣ : ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ

ସମକକ୍ଷ : କୁଳନାମ, ବଂଶନାମ, ସଂଜ୍ଞା, ସାଙ୍ଗିଆ


ଅନ୍ୟ ଭାଷାରେ ଅନୁବାଦ :

किसी व्यक्ति के वास्तविक और मुख्य नाम के अंत में रहनेवाला वह शब्द जो उसके वंश,परिवार,वृत्ति आदि का सूचक होता है।

मोहन अपने नाम के साथ वंश नाम नहीं लिखता है।
कुल नाम, वंश नाम

The name used to identify the members of a family (as distinguished from each member's given name).

cognomen, family name, last name, surname

ଅର୍ଥ : ଯୋଗ୍ୟତା, ସମ୍ମାନଆଦିର ସୂଚକ ଶବ୍ଦ ଯାହାକୁ କୌଣସି ନାମ ସହିତ ଯୋଡ଼ାଯାଏ

ଉଦାହରଣ : ଶ୍ୟାମଙ୍କୁ ଡକ୍ଟର ଉପାଧିରେ ସମ୍ମାନିତ କରାଗଲା

ସମକକ୍ଷ : ପଦବୀ, ସଂଜ୍ଞା


ଅନ୍ୟ ଭାଷାରେ ଅନୁବାଦ :

योग्यता, सम्मान आदि का सूचक शब्द जो किसी नाम के साथ लगाया जाता है।

सचिन तेन्दुलकर को भारत रत्न की उपाधि से सम्मानित किया गया।
अभिहिति, उपाधि, ख़िताब, खिताब, पदवी, लकब, लक़ब

ଅର୍ଥ : କୌଣସି ଅଧିକାରୀ ଆସୀନ ହୋଇଥିବା ସ୍ଥାନ ବା ପଦ

ଉଦାହରଣ : ନେତା ନିଜର ପଦବୀ ଛାଡିବାକୁ ଚାହାଁନ୍ତିନାହିଁ

ସମକକ୍ଷ : ଆସନ, ପଦବୀ


ଅନ୍ୟ ଭାଷାରେ ଅନୁବାଦ :

वह स्थान या पद जिस पर कोई अधिकारी आसीन हो।

नेता अपनी कुर्सी छोड़ना ही नहीं चाहते।
अधिकारी का पद, कुरसी, कुर्सी

A job in an organization.

He occupied a post in the treasury.
berth, billet, office, place, position, post, situation, spot